ଫୁଲବାଣୀ ସହର: ଫିରିଙ୍ଗିଆ ବାନାଞ୍ଚଳ କାଯ୍ୟାଳୟ ସଭାଗୃହ ଠାରେ ବନ୍ୟପ୍ରାଣି ସପ୍ତାହ ପାଳନ
ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ l ଏହି କାଯ୍ୟକ୍ରମ ଟି ବୁଧବାର ଦିନ 11ଘଣ୍ଟିକା ସମୟରେ ଅନୁଷ୍ଠିତ ହଇଥିବା ବେଳେ ସୁଚନା ମୁତାବକ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଫିରିଙ୍ଗିଆ ବନାଞ୍ଚଳ କାର୍ଯ୍ୟାଳୟ ସଭାଗୃହ ଠାରେ ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇଁ ଚିତାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଏହି ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ଚାଲୁ ରହିଛି ଏହି ଅବସରରେ କନ୍ଧମାଳ ଜିଲ୍ଲାର ସାତଟି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଷଷ