ସୁନ୍ଦରଗଡ ସହର: କିଞ୍ଜିର କେଲା ଥାନା ଯୁରାଜାମ ଓ ଦୁବେନ୍ ଦାଣ୍ଡ ଅଞ୍ଚଳରେ ଅବକାରୀ ବିଭାଗ , ମାଜିଷ୍ଟ୍ରେଟ ଓ ପୋଲିସଙ୍କ ମିଳିତ ଚଢାଉ ପାଞ୍ଚ ଜଣ ଗିରଫ
Sundargarh Town, Sundargarh | Jul 24, 2025
ଆଜି ଜୁଲାଇ ମାସ 24 ତାରିଖ ଗୁରୁବାର 12 ଘଣ୍ଟା ଧରି ଏହି ଚଢାଉ ଚାଲିଥିଲା । ଚଢ଼ାଉରେ ମାଜିଷ୍ଟ୍ରେଟ, କିଞ୍ଜିର୍ କେଲା ପୋଲିସ, ଏ ପି ଆର୍ ଷ୍ଟାଫ...