ଝାରସୁଗୁଡା: ନବ ଦାସ ହତ୍ୟା ଘଟଣା ର CBI ତଦନ୍ତ କୁ ନେଇ ଆଜି ଝାରସୁଗୁଡ଼ା ବିମାନ ବନ୍ଦର ରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ
ଆଜି ଝାରସୁଗୁଡ଼ା ଗସ୍ତ ରେ ଆଇନ ମନ୍ତ୍ରୀ ପ୍ରୁଥିରାଜ୍ ହରିଚନ୍ଦନ।ଏହି ଅବସରରେ ନବ ଦାସ ହତ୍ୟା କାଣ୍ଡ କୁ ନେଇ ଗଣ ମାଧ୍ୟମ ରେ ପରିକ୍ରୀୟା ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସି ବି ଆଇ ତଦନ୍ତ ନେଇ ନିଷ୍ପତି ନେବେ।ତଦନ୍ତ ରେ ନବ ଦାସ ଙ୍କ ପରିବାର କୁ ସହେଯାଗ କରିବାର ଆବଶ୍ୟକତା ରହିଛି। ଆମ ସରକାର କ୍ରାଇମ୍ ବ୍ରାଞ୍ଚ କୁ ବାଟବଣା କରି କୁମ୍ଭୀର ଓ ମାଙ୍କଡ ଗପ ଶୁଣାଇବାର ଆବଶ୍ୟକତା ନାହିଁ ।ଯଦି ପରିବାର ସହଯୋଗ କରିବ ତେବେ ଏଥିରେ ପ୍ରକୃତ ରେ ଦୋଷୀ ତାହା ଜଣାପଡିବା ବୋଲି ଆଜି ସନ୍ଧ୍ୟା ୬ ଟା ରେ ପ୍ରତିକ୍ରିୟା ରଖିଥିଲେ