ବେଲପାହାଡ: ବଙ୍ଗୋପସାଗର ରେ ଲଘୁଚାପ ପରେ ଝାରସୁଗୁଡା ଜିଲ୍ଲା ର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା, ଜିଲ୍ଲାକୁ ଇୟେଲୋ ୱାର୍ଣିଂ ଜାରି
Belpahar, Jharsuguda | Sep 13, 2024
ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଝାରସୁଗୁଡାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନ 3 ଟା ରୁ ଘଡଘଡି ସହ ବର୍ଷା ଆରମ୍ଭ ହୋଇଛି...