Public App Logo
Jansamasya
Haryana
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
���ोगी_आदित्यनाथ
Sonunigam
Arvindkejriwal
Rajasthannews
Rahul
Indianews
���ंगाल
Gwaliornews
New_delhi
���िल्ली_मेट्रो
Newsupdate
���निका
No video available

ବିରିଡି: ଗୁରୁବାରପୂର୍ବାହ୍ନ ୧୧ଟା ରେ ଶଙ୍ଖାରିସାହିନଦୀ ପଠାରେ ମହିଷିଚରୁଥିବାସମୟରେଏକବିଷଧର ସର୍ପଦଂଶନ କରିବାରୁ ମହିଁଷି ର ମୃତ୍ୟୁ ଘଟିଛି l

Biridi, Jagatsinghpur | Mar 28, 2024
ଶଙ୍ଖାରିସାହି ଗ୍ରାମର ଅନୁଆ ବେହେରା ଙ୍କ ମହିଷି ଶଙ୍ଖାରିସାହି ନଦୀପଠାରେ ଚରୁଥିବା ସମୟରେ ଏକ ବିଷଧର ସର୍ପ ଦଂଶନ କରିଥିଲା ଫଳରେ ଉକ୍ତ ମହିଷି ଟି ର ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ଏହି ଘଟଣା ଗୁରୁବାର ପୂର୍ବାହ୍ନ ୧୧ଘଟିକାରେ ଘଟିଥିବାବେଳେ ସ୍ଥାନୀୟ ଆର ଆଇ ପହଂଚି ତଦନ୍ତ କରିଥିଲେ ଏବଂ ଭି ଏ ଏସ ପହଂଚି ପୋଷ୍ଟମଟମ କରିଥିଲେ l

MORE NEWS