ବାରିପଦା ମ୍ୟୁନିସିପାଲଟି: ବାରିପଦାର ୱାର୍ଡ ନଂ ୧ ରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ; ବାରିପଦା ବିଧାୟକ ହେଲେ ସାମିଲ
ଗୁରୁବାର ଅପରାହ୍ନ ପ୍ରାୟ ୪ ଟାରେ ବାରିପଦା ସହରର ୱାର୍ଡ ନଂ ୧ ରେ ଏକ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାରିପଦା ବିଧାୟକ ପ୍ରକାଶ ସୋରେନ ସାମିଲ ହୋଇଥିବା ନେଇ ଜଣାପଡିଛି।