କସ୍ତୁରବା ଗାନ୍ଧୀ ମାତୃ ନିକେତନ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀଙ୍କର ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ lବିରସିଂହଗଡ଼ ପଞ୍ଚାୟତ ଅନ୍ତର୍ଗତ ମହୁଲପାଲି - ଫୁଲଝରଣ ଠାରେ ରବିବାର ସକାଳେ କସ୍ତୁରବା ଗାନ୍ଧୀ ମାତୃନିକେତନ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଗୁରୁ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି l ଏହି କାର୍ଯ୍ୟକ୍ରମରେ ଗତ ୧୯୮୬ ଶିକ୍ଷ୍ୟା ବର୍ଷରୁ ୨୦୨୫ ଶିକ୍ଷ୍ୟା ବର୍ଷ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ଏହି ଗୁରୁ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦାନ କରି ନିମନ୍ତ୍ରିତ ହୋଇ ଆସିଥିବା ଗୁରୁ ମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ l