ସର୍ଗିଗୁଡା ରାମ ମନ୍ଦିର ପୂଜାରୀ ପ୍ରଫୁଲ୍ଲ କୁମାର ହୋତା ପଦ୍ମାବତୀ ବସରୁ ଓହ୍ଲାଇ ସିଧା ଗଳିରେ ଆସି ନିଜ ଘରକୁ ଯାଉଥିବା ବେଳେ ବସ ଷ୍ଟାଣ୍ଡ ନିକଟରୁ ତିନିଟି ପିଲା ପଛେ ପଛେ ଆସୁଥିଲେ, ତେବେ ନିଛାଟିଆ ରାସ୍ତା ଦେଖି ଓକିଲ ଦେବେନ୍ଦ୍ର ମିଶ୍ରଙ୍କ ଘର ପାଖରେ ପ୍ରଫୁଲ୍ଲଙ୍କ ସ୍ତ୍ରୀ ଙ୍କ ସୁନା ଝାମ୍ପି ନେବା ପାଇଁ ଚେଷ୍ଠା କରୁଥିବା ବେଳେ ପୂଜାରୀ ସେହି ଯୁବକଙ୍କୁ ଠେଲି ଦେଇ ପାଟି କରିବାରୁ ସେହି ଯୁବକ ମାନେ ବ୍ୟବସାୟୀ ଶଂଭୁ ଗୋୟଲ ଘର ପଟେ ଦଉଡ଼ି ଦଉଡ଼ି ପଳାଇ ଥିବା ପୂଜକ କହିଛନ୍ତି। ତେବେ ସହର ଭିତର ତଥା ପଡ଼ା ଭିତରେ ଚୋରି କରିବା ସାହସ ଯୋଗୁଁ ଏବେ ଲୋକେ ଭୟରେ, ଏ ଦିଗରେ ପୋଲିସ ପେଟ