Public App Logo
Jansamasya
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Bareilly
Bcci
Agra
Breaking
Aimim
Railway
Bsf
Fatehpur
Meerut
Raebareli
Rain
Kashmir
���ाकिस्तान
Trending
���िवाद
Bengal
���खिलेश
���ारतीय
���ोगी_आदित्यनाथ
Sonunigam
Arvindkejriwal

ତଲସରା: ଗଉରପଡା ଓ ଭୂୟାଁ ପଡ଼ା ଗ୍ରାମ ରେ ମଦ ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ ସଦସ୍ୟା

Talasara, Sundargarh | Dec 9, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବଡ଼ଗାଁ ଗ୍ରାମ ପଞ୍ଚାୟତର ଗଉରପଡା ଓ ଭୂୟାଁ ପଡ଼ା ଗ୍ରାମ ରେ ଆଜି ମହିଳା ଗୋଷ୍ଠୀ ସଦସ୍ୟା ମାନେ ମଦ ବିରୋଧି ଆନ୍ଦୋଳନରେ ବାହାରିବା ସହ ମଦ ବେପାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ବଡ଼ଗାଁ ପୋଲିସ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ।