ଜୟପୁର: ବ୍ଲକ ସ୍ତରିୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ବେଲରୋଡ ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଟିତ
ବ୍ଲକ ସ୍ତରିୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଦିନ 11ଟାରେ ଆରମ୍ଭ ହୋଇ ଅପରାହ୍ନ 3ଟାରେ ଶେଷ ହୋଇଛି । ବେଲରୋଡ ସ୍ଥିତ ଏକ କଲ୍ୟାଣ ମଣ୍ଡପରେ ମେଳା ଅନୁଷ୍ଟିତ ହୋଇଛି । ଏଠାରେ ମୁଖ୍ୟ ଅତିଥି ଭାବେ ଜୟପୁର ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏମପି ପ୍ରତିନିଥି କୃଷ୍ଣ ଚନ୍ଦ୍ର ନେପାକ,ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ଜିଲା ମୁଖ୍ୟ ପ୍ରାଣି ଚିକିତ୍ସାଧିକାରି ଲକ୍ଷ୍ମୀ ଧର ବେହେରା, ଜିଲା ମତ୍ସ୍ୟ ଅଧିକାରି ସାଗର କୁମାର ରାମ, ଏବିଡିଓ ମନୋଜ ନାୟକ, ଜିଲା ପରିଷଦ ସଭ୍ୟା ତପତି ପଟ୍ଟନାୟକ ଉପସ୍ଥିତ ଥିଲେ ।