ଛତ୍ରପୁର: ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ସାନଘାଟିରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ଟିମ୍
Chhatrapur, Ganjam | Sep 11, 2025
ବାହାର ରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ। ମାଡି ବସିଲା ଅବକାରୀ ବିଭାଗ ।ଗଞ୍ଜାମ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସାନ ଘାଟିରେ ଚଢ଼ାଉ କରି...