ମୋହନା: ଅନ୍ତରବା ଓ ମୋହନା ରାସ୍ତାରୁ ବିଦ୍ୟୁତ୍ ଖୁଣ୍ଟ ନ ହଟାଇ କାମ କରୁଥିଲା ପୂର୍ତ୍ତବିଭାଗ, ରାସ୍ତା କାମ ବନ୍ଦ କଲେ ଅଞ୍ଚଳବାସୀ
Mohana, Gajapati | Jul 29, 2025
ରାସ୍ତା ଉପରୁ ବିଦ୍ୟୁତ୍ ଖୁଣ୍ଟ ନ ଉଠାଇ ପୂର୍ତ୍ତ ବିଭାଗ ଜେସିବି ଲଗାଇ କାମ କରୁଥିଲା l ହେଲେ ଅଞ୍ଚଳବାସୀ ତାକୁ ବିରୋଧ କରିବା ସହ ରାସ୍ତା...