ଧାମନାଗୁଡା ପଂଚାୟତ ଅନ୍ତର୍ଗତ ଟୁଟିଗୁଡା ଗ୍ରାମର ଏସ ଏସ ଜି ଗ୍ରୁପ ମହିଳାମାନେ ଏକତ୍ରିତ ହୋଇ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆମ୍ବ, ପଣସ, ପିଜୁଳି, ସଜନାଗଛ ଭଳି ଅନେକ ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଛି |ଗ୍ରାମର ୱାର୍ଡ ମେମ୍ବର ବଳିରାମ ଭତରା, ସିଆରପି ପୁଷ୍ପା ଭତରା ଓ ସିଆରପି ମଦନା ଭତରାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା।