ସୁକିନ୍ଦା: କଳିଙ୍ଗନଗର ସ୍ଥିତ ଟାଟା ପ୍ରକଳ୍ପ ମୁଖ୍ୟ ଦ୍ଵାର ସମ୍ମୁଖରେ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଜଣେ ଗିରଫ
Sukinda, Jajpur | Sep 14, 2025 କଳିଙ୍ଗନଗର ଥାନା ନିକଟରେ ଚୋରା ଗଞ୍ଜେଇ କାରବାର କରୁଥିବା ଅଭିଯୋଗରେ ପୋଲିସ ବିଜୟ କୁମାର ବେହେରା ନାମକ ଯୁବକକୁ ଗିରଫ କରିବା ସହ ଅଢେଇ କେଜି ଗଞ୍ଜେଇ ସହ ୧୩ ହଜାର ନଗଦ ଟଙ୍କା ଜବତ କରିଥିବା ଜଣାପଡ଼ିଛି ।