ବୀରମହାରାଜପୁର: ଆସନ୍ତା ସୋମବାର ଦିନ ଦୂର୍ଯନତୈଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ ଜିଲ୍ଲାପାଲ ଏବଂ ଏସପି ମିଲିତ ଅଭିଯୋଗ ଶୁଣାଣୀ
Biramaharajpur, Subarnapur (Sonepur) | Aug 22, 2025
ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୂର୍ଯନତୈଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆସନ୍ତା ସୋମବାର ଅର୍ଥାତ୍ 25 ତାରିଖ ଦିନ ଜିଲ୍ଲାପାଲ ଏବଂ ଏସପି...