ଜୁଜୁମୁରା: ଯୁଯୋମୁରା ସ୍ଥିତ ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲ ଠାରେ ମେଗା ରକ୍ତଦାନ ଶିବିର , ୨୫୨ ୟୁନିଟ ରକ୍ତ ସଂଗ୍ରହ
Jujomura, Sambalpur | Sep 2, 2025
ଯୁଯୋମୁରା ସ୍ଥିତ ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲ ଠାରେ ମଙ୍ଗଳବାର ସକାଳେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରି ଦେଖାଇଛି ନିଜର ମହାନତା। ବହୁ...