ସୋର: ବେଗୁନିଆ ନିକଟରେ ଦୁର୍ଘଟଣାରେ ମୃତ କୈଳାସ ଚକ୍ଷୁଦାନ କରି ହୋଇଗଲେ ଅମର, ସୋର ଥାନାରେ ଦିଆଗଲା ଶ୍ରଦ୍ଧାଞ୍ଜଳି
Soro, Balasore | Sep 12, 2025
ପୋଲିସ ବିଭାଗର ଜଣେ ତଳିଆ ପୁଲିସ କର୍ମଚାରୀ।ଚକ୍ଷୁଦାନ କରି ଆଜି ସୋର ଥାନାର ମାନ ରଖିବା ସହିତ ଅମର ହୋଇଯାଇଛନ୍ତି। ଘଟଣାରୁ ପ୍ରକାଶ ଯେ ବାଗୁଡ଼ି...