କୋଟପାଡ: ଲୋକ ମହୋତ୍ସବ ପରବ ପାଳନରେ କୁନ୍ଦୁରା ବ୍ଲକକୁ ଅବହେଳା ଅଭିଯୋଗ, ଏନେଇ ବରିଗୁମ୍ମା ଠାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ସମିତିସଭ୍ୟ l
ଆଦିବାସୀ ଲୋକ ମହୋତ୍ସବ ପରବ ପାଳନ ରେ କୁନ୍ଦୁରା ବ୍ଲକ କୁ ଅବହେଳା ଅଭିଯୋଗ, ଏନେଇ ଆଜି ଅପରାହ୍ନ ୩ ଟା ସମୟରେ ବରିଗୁମ୍ମା ଠାରେ ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ସମିତି ସଭ୍ୟ ଦାମଦର ଗଣ୍ଡ l କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହେବାକୁ ଥିବା ପରବ 2025କୁ ବିରୋଧ କରିବେ କୁନ୍ଦୁରା ବ୍ଲକ ବାସି l କୁନ୍ଦୁରା ବ୍ଲକରେ ଜିଲ୍ଲା ସ୍ତରୀୟ ପରବ ଶୁଭାରମ୍ଭ ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି କୁନ୍ଦୁରା ବ୍ଲକ ବାସି l