ତୁମୁଡିବନ୍ଧ ଠାରେ ଶାଳ କାଠ ବୋଝେଇ 407 ଗାଡ଼ି ଜବତ , ଏହି ଚଢାଉ ଶନିବାର ଦିନ 11ଘଣ୍ଟିକା ରେ କରାଯାଇଛି, ସୁଚନା ମୁତାବକ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବନାଞ୍ଚଳ ର କୁର୍ତୁମ ଗଡ଼ ସେକ୍ସନ ର କରକୁଡୁପା ପାଞ୍ଚାୟତ ର ଜାକିଙ୍ଗିଆ ଜଙ୍ଗଲରେ ସାଳକାଠ ବୋଝେଇ ଏକ ୪୦୭ ଡାଲାଗାଡ଼ି କୁ ଆଜି ଶୁକ୍ରବାର ଜବତ କରିବାରେ ସଫଳ ହୋଇଛି ତୁମୁଡିବନ୍ଧ ବାନ ବିଭାଗ l ସୂଚନା ଅନୁସାରେ ଶୁକ୍ରବାର ରାତିରେ ଗାଡ଼ି ନଂ ଓ଼ଆର ୦୨ବିଜେ ୬୮୦୭ ଏକ ୪୦୭ଡାଲା ଗାଡି ରେ ୭୫ଖଣ୍ତ ଶାଳ କାଠ ର ସାଇଜ କୁର୍ତୁମ ଗଡ଼ ଜକିଙ୍ଗିଆ ଜଙ୍ଗଲରୁ ଚୋରା ଚାଲାଣ ହେଉଥିବା କୌଣସି ପ୍ରକାରେ ତୁମୁଡିବନ୍ଧ ବାନାଞ୍ଚଳ ଅଧିକାରୀ କାଳୀ