ଆଠମଲ୍ଲିକ: ଭାଉଜ ଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗ
ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଗୋବର୍ଦ୍ଧନ ପୁର ଗ୍ରାମର କଳ୍ପନା ସାହୁ ଙ୍କୁ ତାଙ୍କ ଦିଅର
ପଦ୍ମ ଚରଣ ରା଼ଉଳ ମାଡ଼ ମାରିବା ଶହ ତଣ୍ଟି ହତ୍ୟା କରିବା ପାଇଁ ଉଦ୍ୟମ କରିଥିବା କଳ୍ପନା ଶୁକ୍ରବାର ଦିନ ହଣ୍ଡପା ଥାନା ରେ ଅଭିଯୋଗ କରିଛନ୍ତି l ତାଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ନମ୍ବର 347/25 ରେ ଏକ ମାମଲା ରୁଜୁ କରିଛି l ପୋଲିସ କହିଛି ଜେ କଳ୍ପନା ଘରେ ଥିବା ବେଳେ କୌଣସି କାରଣ ନ ଥାଇ ପଦ୍ମ ଚରଣ ଆସି ତାଙ୍କୁ ପ୍ରଥମେ ମାଡ଼ ମାରିବା ଶହ ତଣ୍ଟି ଚିପି ହତ୍ୟା କରିବା ପାଇଁ ଉଦ୍ୟମ ଅଭିଯୋଗ ପତ୍ର ରେ ଉଲେଖ କରିଛନ୍ତି l ଏ ନେଇ ହଣ୍ଡପା