28 ତମ ରାଜ୍ୟ ସ୍ତରୀୟ ଉଲୁଣ୍ଡା କପ ନକଆଉଟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ (ଫଟୋ ଅଛି) ଉଲୁଣ୍ଡା, 9l 11(ଆପ୍ର): ଉଲୁଣ୍ଡା4 ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ 28ତମ ରାଜ୍ୟ ସ୍ତରୀୟ ଉଲୁଣ୍ଡା କପ ନକଆଉଟ ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଜପିତ ହୋଇଯାଇଛି l ବ୍ଲକ ସ୍ପୋର୍ଟ୍ସ ଏସୋସିଏସନ ପକ୍ଷରୁ ଆୟୋଜିତ ପ୍ରଥମ ସିମିରେ ସୁନ୍ଦରଗଡ଼ କୁ 2-0 ଗୋଲରେ ହରାଇ କୁଚିଣ୍ଡା ଦଳ ଏବଂ ଦ୍ଵିତୀୟ ସମୀରେ ବିଏମପୁର ଟ୍ରାଇବ୍ରେକର ଜରିଆରେ 4-୨ ଗୋଲରେ ହରାଇ ବରଗଡ଼ ଦଳ ଫାଇନାଲ ରେ ପ୍ରବେଶ କରିଥିଲା l ଫାଇନାଲ ଖେଳରେ ବରଗଡ ଦଳକୁ 1-0 ଗୋଲରେ ହରାଇ କୁଚିଣ୍ଡା ଦଳ ଚାମ୍ପିଅନ ହୋଇଛି l ପ