ରେମୁଣା: ବାଲେଶ୍ୱର ଜିଲ୍ଲା ର ସର୍ବ ବୃହତ ଶିଳ୍ପ ଅନୁଷ୍ଠାନ Balasore Alloys ଲିମିଟେଡ ର ଶ୍ରମିକ ଭାଇ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା
ବାଲେଶ୍ୱର ଜିଲ୍ଲା ର ସର୍ବ ବୃହତ ଶିଳ୍ପ ଅନୁଷ୍ଠାନ ଆଲୋଏଜ ଲିମିଟେଡ ର ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ରହିଥିବା ବେଳେ,ସୋମବାର ଅପରାହ୍ଣ ୫:୩୦ରେ ରାଜ୍ୟ ବିଜୁ ଯୁବଜନତା ଦଳ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ଓ ଅନ୍ୟାନ୍ୟ ନେତୃବର୍ଗ ସେମାନଙ୍କ ସମସ୍ୟାର ସମାଧାନ ନେଇ ଆଲୋଚନା କରିଛନ୍ତି।ଆଆ