ତମାଣ୍ଡୋ: ତମାଣ୍ଡୋ ଥାନା ରେତଙ୍ଗ ଅଞ୍ଚଳରେ ବିଭତ୍ସ ହତ୍ୟା କାଣ୍ଡ, ସାଙ୍ଗକୁ ହତ୍ୟା କଲା ସାଙ୍ଗ, ଘଟଣା ସ୍ଥଳରେ ପୋଲିସର ଛାନବୀନ
Tamando, Khordha | Jun 21, 2024
ରାଜଧାନୀ ରେ ବିଭତ୍ସ ହତ୍ୟା | ଛାତ ଉପରେ ସାଙ୍ଗ କୁ ପିଟି ପିଟି ହତ୍ୟା କଲା ସାଙ୍ଗ | ଘଟଣା ଘଟିଛି ତମାଣ୍ଡୋ ଥାନା ରେତଙ୍ଗ ଅଂଚଳରେ | ଆଜି ଭୋର...