ଉମରକୋଟ: ୮ ମାସ ର ଗର୍ଭବତୀ ଙ୍କୁ ଛାଡି ସ୍ଵାମୀ ଫେରାର୍
୮ ମାସର ଗର୍ଭବତୀ ସ୍ତ୍ରୀ କୁ ଛାଡି ସ୍ୱାମୀ ଫେରାର। ତା -୦୨. ୧୧. ୨୦୨୫ ରିଖ ସ୍ଥାନ -ଉମରକୋଟ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ ପଦିଆଗୁଡା ଗାଁର ଝିଅ ରଶ୍ମିତା ମାଝୀ (୨୪)ଙ୍କ ଜୀବନରେ ଦୁଃଖର ପାହାଡ଼ ଲଦି ହୋଇଯାଇଛି । ଭରଷା କରି ହାତ ଧରିଥିବା ମଣିଷଟି ଯେ ଏତେ ନିର୍ଦୟ ହୋଇପାରେ ବୋଲି ସେ ବା କେମିତି ଜାଣିପାରିଥାନ୍ତା। ପଡିଆଗୁଡା ଗ୍ରାମର ରଶ୍ମିତା ମାଝୀ ଙ୍କ ର କୁର୍ଶୀ ଗ୍ରାମର ପୂର୍ଣ୍ଣ ପୂଜାରୀ ଙ୍କ ସହିତ ଦୀର୍ଘ ୩ ବର୍ଷ ର ସମ୍ପର୍କ ରେ ରଶ୍ମିତା ଏବେ ୮ ମାସର ଗର୍ଭବତୀ। ଏନେଇ ଝିଅର ପରିବାର ଲୋକ ଓ ପଡୋଶୀ ମାନେ ପୁଅ ଘରକୁ ଯାଇ ଘଟଣା ବିଷୟରେ କହି