କେନ୍ଦ୍ରାପଡା: କଂଗ୍ରେସ ଭଵନରେ ସାମ୍ବାଦିକ ସମିଳନୀ,ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବୀରେ ଆସନ୍ତାକାଲି କେନ୍ଦ୍ରାପଡ଼ା ବନ୍ଦ
Kendrapara, Kendrapara | Jul 16, 2025
କେନ୍ଦ୍ରାପଡ଼ା କଂଗ୍ରେସ ଭଵନରେ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି l ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଘଟଣାର ବିଚାର ବିଭାଗୀୟ...