ଭଦ୍ରକ ଗ୍ରାମାଞ୍ଚଳ: ଘଣ୍ଟେଶ୍ୱର ଅଂଚଳର ସୂଚନା ଅଧିକାର କର୍ମୀ ଶରତ ସେନାପତି ଙ୍କୁ ଗତକାଲି ରାତିର ଆକ୍ରମଣ, ଆଜି ଉତ୍କଳ ହସ୍ପିଟାଲ ଆଇସିୟୁ ରେ ଭର୍ତ୍ତି
Bhadrak Rural, Bhadrak | Jul 12, 2025
ଘଣ୍ଟେଶ୍ୱର ଅଂଚଳର ସୂଚନା ଅଧିକାର କର୍ମୀ ଶରତ ସେନାପତି ଙ୍କୁ ସଂଘବଦ୍ଧ ଆକ୍ରମଣ।ପାଖାପାଖି 12 ରୁ ୧୪ ଜଣ ଲୁହାରଡ଼, ବାଉଁଶ, ଜିମ ଡମ୍ବେଲ...