ସାରଙ୍ଗଗଡ ସହର ରେ ବାଇକ ରେ ଆବଶ୍ୟକୀୟ ଠାରୁ ଅଧିକ ବ୍ୟକ୍ତି ବସିବା, ହେଲେମେଟ ପିନ୍ଧି ନ ଥିବା, ଆବଶ୍ୟକୀୟ କାଗଜ ପତ୍ର ନ ଥିବା ଅଭିଯୋଗ ରେ ସାରଙ୍ଗଗଡ ପୋଲିସ ଗାଡି କୁ ଜବତ କରିବା ସହ ଥାନାରେ 192/2025 ରେ ଏକ ମାମଲା ରୁଜୁ କରିଅଛି. ଏ ନେଇ ଜି ଉଦୟଗିରିର ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।