ନୁଆ ଦିଲ୍ଲି ଠାରେ ସର୍ଵ ଭାରତୀୟ ସ୍ତରରେ କନ୍ଧମାଳ ସମ୍ମାନିତ, ଏହି କାଯ୍ୟକ୍ରମ ଉପରେ ଶନିବାର ଦିନ 12ଘଣ୍ଟିକା ସମୟରେ ITDA ପକ୍ଷ ରୁ ସୁଚନା ମିଳିଛି ସୁଚନା ମୁତାବକ ଆଦି କର୍ମଯୋଗୀ ଅଭିଯାନ ଅନ୍ତର୍ଗତ ସର୍ଵ ଭାରତୀୟ ସ୍ତରରେ ଏକ ବୈଠକ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଅକ୍ଟୋବର ୧୭ ତାରିଖ ଗୁରୁ ଦିନ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାରୁ ପି ମୁରଲୀ ମୋହନ, ପ୍ରୋଗ୍ରାମ ମ୍ୟାନେଜର, ଦୀପକ କନ୍ଵର, ମଙ୍ଗଳ ଅଧିକାରୀ, ମନୋଜ କହଁର ଆଦି ସାଥୀ ଯୋଗଦେଇଥିଲେ। ଏହି ଅବସରରେ କନ୍ଧମାଳ ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀକୁ ଆଦି କର୍ମଯୋଗ