ସୁନ୍ଦରଗଡ ସହର: ଟାଙ୍ଗରପାଲି ବ୍ଲକ ଯୋଗିମାଲ ନିକଟରେ ସୌମ୍ୟାଶ୍ରୀ ବିଶିଙ୍କ ପାଇଁ ବ୍ଲକ କଂଗ୍ରେସ ଦ୍ଵାରା ରାସ୍ତା ଅବରୋଧ ଓ ଆନ୍ଦୋଳନ
Sundargarh Town, Sundargarh | Jul 17, 2025
ଆଜି ଜୁଲାଇ 17 ତାରିଖ ରାଜ୍ୟ ସାରା ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ନେଇ କଂଗ୍ରେସ ଦଳ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ବେଳେ...