ଆଠମଲ୍ଲିକ: ହାତୀ ଦାନ୍ତ ଚାଲାଣ ଅଭିଯୋଗ ରେ ଦୁଇ ଗିରଫ
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ପାଇକସାହି ର କୁଡାସାହି ଗ୍ରାମର ମୁନା ବେହେରା ଓ
ଭଙ୍ଗାମୁଣ୍ଡା ଗ୍ରାମର ବିଜୟ ସିଂ ଙ୍କୁ ଶନିବାର ଦିନ ଅପରାହ୍ନ ୧ ଟା ରେ ହାତୀ ଦାନ୍ତ ଚାଲାଣ ଅଭିଯୋଗ ରେ କେନ୍ଦୁଝର ଓ ଧଣ୍ଡାତୋପା ବନ ବିଭାଗ ପକ୍ଷରୁ ଗିରଫ କରା ଯାଇଛି । ପରେ ସେମାନ ଙ୍କୁ କେନ୍ଦୁଝର ବନ ବିଭାଗ କୁ ହସାନ୍ତର କରା ଯାଇଛି । ଘଟଣା ରୁ ଜଣା ପଡିଛି ଯେ ଧଣ୍ଡାତୋପା ରେଞ୍ଜ ଅଧୀନରେ କିଛି ବର୍ଷ ହେବ ଅବାଧ ହାତୀ ଦାନ୍ତ ଚାଲାଣ କରା ଯାଉଛି । ଏକ ବର୍ଷ ତଳେ ଏହି ଅଞ୍ଚଳ ରୁ ହାତୀ ଦାନ୍ତ କେନ୍ଦୁଝର ଅଞ୍ଚଳ କୁ ଚାଲାଣ କରା ଯାଇଥ