ନର୍ଲା: ନର୍ଲା ଥାନା ଅଞ୍ଚଳର ଦୁଇ ପ୍ରେମିକ ପ୍ରେମିକା ମଧ୍ୟରେ ଝଗଡା ମାଡ ପିଟ୍ ଘଟଣା ଆଜି ଉଭୟ ପକ୍ଷ ଥାନରେ ଅଭିଯୋଗ।
ଗତ ଷୋମବାର ଦିନ ରାତ୍ର ସମୟରେ ନର୍ଲା ଥାନା ଅଞ୍ଚଳର ଦୁଇ ପ୍ରେମିକ ପ୍ରେମିକା ମଧ୍ୟରେ କୌଣସି କଥା କୁ ନେଇ ଉଭୟ ପକ୍ଷ ଙ୍କ ମଧ୍ୟରେ ଗଣ୍ଡଗୋଳ ମାଡ଼ ପିଟ୍ ହୋଇଥିଲେ । ଏହି ଘଟଣା କୁ ନେଇ ପ୍ରଥମେ ପ୍ରେମିକା ଥାନାରେ ଅଭିଯୋଗ କରିଥିଲେ ପ୍ରେମିକ ଆଜି ମଙ୍ଗଳବାର ଦିନ ରାତ୍ର ନଅ ଘଣ୍ଟା ସମୟରେ ଥାନାରେ ଅଭିଯୋଗ କରିଛନ୍ତି