ବୌଦ୍ଧ ସଦର: ଜଡ଼ାପାଲ ଜଙ୍ଗଲରେ ମହୁଲି ମଦ ତିଆରି ଆଡ୍ଡାରେ ବୌଦ୍ଧ ଅବକାରୀ ପୋଲିସର ଚଢ଼ାଉ, ୨୫୦ କେଜି ପୋଚ ସହ ୨୫ ଲିଟର ମଦ ଜବତ ପରେ ନଷ୍ଟ
Baudh Sadar, Boudh (Bauda) | Aug 26, 2025
ଆଜି ସନ୍ଧ୍ୟା ୭.୧୦ ସମୟରେ ଜିଲ୍ଲା ଅବକାରୀ ଅଭିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ବୌଦ୍ଧ ସଦର ଅବକାରୀ...