କାଙ୍କଣପଡା ଗ୍ରାମରେ ୩ ଟିକିଆ ହାତୀପଲଙ୍କ ତାଣ୍ଡବ, ବ୍ୟାପକ ପନିପରିବା ଚାଷ ନଷ୍ଟ ରେଢାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ କାଙ୍କଣପଡା ଗାଁ ରେ ଗତ ସୋମବାର ବିଳମ୍ବିତ ରାତିରେ ହାତୀ ପଲ ଉପଦ୍ରବ କରିଛନ୍ତି । ଖଳାରେ ରଖି ଥିବା ଲୋକଙ୍କ ଧାନ ଖାଇଯିବା ସହିତ ବିଭିନ୍ନ ପନିପରିବା ଫସଲ କୁ ନଷ୍ଟ କରିଛନ୍ତି ହାତୀପଲ। ଗ୍ରାମର ୧୧ଜଣ ଚାଷୀଙ୍କ ଧାନ ସହ ବିଭିନ୍ନ ପନିପରିବା ଆଳୁ,କୋବି,ଲଙ୍କା,ଟୋମାଟୋ,କଦଳୀଗଛ,ଆମ୍ବ ଗଛ ଏବଂ ବିରି,କୋଳଥ ସହ ବିଭିନ୍ନ ପ୍ରକାର ଡାଲି ଜାତୀୟ ଫସଲ ନଷ୍ଟ କରିଥିବା କହିଛନ୍ତି ଚାଷୀ ,ଘଟଣାର ଖବର ପାଇ ମଙ୍ଗଳବାର ସକାଳେ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ କରୁଛ