କୋଟପାଡ: ବୈପାରୀଗୁଡା ମୁଖ୍ୟ ଛକ ରାଜ ରାସ୍ତା ପାର୍ଶ୍ୱରେ ପୁଣି ବସିଲେ ପରିବା ବେପରୀ
ବୈପାରୀଗୁଡା ଠାରେ ରାଜ ରାସ୍ତା ପାର୍ଶ୍ୱରେ ବସିଲେ ପରିବା ବେପରୀ l ବୌପାରୀଗୁଡା ଦୌନିକ ବଜାରରେ ଅବ୍ୟବସ୍ଥାକୁ ନେଇ ପରିବା ବେପାରୀଙ୍କ ପ୍ରତିବାଦ l ବୌପାରୀଗୁଡା ସ୍ଥିତ ଅର୍ନପୂର୍ଣ୍ଣା ଦୌନିକ ବଜାରରେ ଅବ୍ୟବସ୍ଥା କୁ ନେଇ ଅଭିଯୋଗ କଲେ ଭି ସମସ୍ୟା ସମାଧାନ ହେଉନି l ଏଣୁ ଆଜି ସକାଳ 9ଟା ସମୟରେ 326 ନମ୍ବର ଜାତୀୟ ରାଜପଥ ତଥା ବୈପାରୀଗୁଡା ମୁଖ୍ୟ ଚାରିଛକ ପାର୍ଶ୍ୱରେ ପୁଣି ପରିବା ବେପାରୀ ବସିଲେ l ଏବଂ ପ୍ରତିବାଦ କଲେ l ଖବର ପାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ମଣି ନାୟକ ଘଟଣା ସ୍ଥଳରେ ପହଂଚି ବେପାରୀଙ୍କୁ ବୁଝାସୁଝା କାରିବା ପରେ ଉଠିଲେ l