ଛତ୍ରପୁର: ମୋଦୀଙ୍କ ଜନ୍ମଦିନରେ ବ୍ରହ୍ମପୁରରେ ହେବ ମେଗା ରକ୍ତଦାନ ଶିବିର, ଗାନ୍ଧି ନଗର ଠାରେ ପ୍ରତିକ୍ରିୟା ରଖିଲେ ବିଧାୟକ
ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିନ ଉପଲକ୍ଷେ ସେବା ପକ୍ଷ ପାଳନ କରିବ ବିଜେପି ।ଏହି ଦିନ ବ୍ରହ୍ମପୁର ଠାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହେବ। ସୋମବାର ଅପରାହ୍ନରେ ଗାନ୍ଧି ନଗର ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ କେ ଅନୀଲ କୁମାର।