ସୋନପୁର: ପିତାମହୁଲ, ଦୁର୍ଦୁରା ଏବଂ ଡୁଲେଶ୍ୱର ଅଂଚଳରେ 10 ଟିକିଆ ହାତୀପଲ, ବନ ବିଭାଗର ଘଉଡ଼େଇବା ଜାରି
Sonapur, Subarnapur (Sonepur) | Sep 6, 2025
ସୂଚନା ଅନୁସାରେ ଗତକାଲି ଠାରୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ, ଦୁର୍ଦୁରା ଏବଂ ଡୁଲେଶ୍ୱର ଅଂଚଳରେ 10 ଟିକିଆ ହାତୀପଲ...