ବାରିପଦା ମ୍ୟୁନିସିପାଲଟି: ଉପ ମୁଖ୍ୟମନ୍ତ୍ରୀ ଙ୍କ ବାରିପଦା ଗସ୍ତ; ସର୍କିଟ ହାଉସ ଠାରେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କଲା ବିଜେପି
ବୁଧବାର ରାତି ପ୍ରାୟ ୧୦ଟାରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବାରିପଦା ଗସ୍ତ ରେ ଆସିଛନ୍ତି। ତେବେ ସେ ବାରିପଦା ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ଜନତା ପାର୍ଟି ର ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ଙ୍କ ସହିତ ବାରିପଦାର ବିଜେପି କର୍ମକର୍ତ୍ତା ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।