Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Matsyasampadasesamriddhi
Fidfimpact
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ରାଇରଙ୍ଗପୁର ସହର: ରାଇରଙ୍ଗପୁର ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗର ଉନ୍ନୟନ ସମୀକ୍ଷା ୨୦୨୫ ବୈଠକ ଅନୁଷ୍ଠିତ; ମୟୂରଭଞ୍ଜ ସାଂସଦଙ୍କ ଯୋଗଦାନ

ଶୁକ୍ରବାର ଦିନ ପ୍ରାୟ ୧୦ ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ଓଡିଶା ସରକାରଙ୍କ ଉନ୍ନୟନ ସମୀକ୍ଷା ୨୦୨୫ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି ଯୋଗ ଦେଇଥିଲେ। ତେବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ର ସୁରକ୍ଷା ସମ୍ଵନ୍ଧରେ ଏହି ଆଲୋଚନା ବୈଠକରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା।

MORE NEWS