ଉମରକୋଟ: ଜଳଛାୟା ପ୍ରକଳ୍ପର ୨୩ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଆଉ ୨ ଜଣଙ୍କୁ ଝରୀଗାଁ ଥାନା ଅଞ୍ଚଳରୁ ଗିରଫ କଲା ପୋଲିସ
Umarkote, Nabarangpur | Jun 9, 2025
ଜଳଛାୟା ପ୍ରକଳ୍ପର ୨୩ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ପୁଣି ୨ଜଣ ଙ୍କୁ ଝରୀଗାଁ ଥାନା ଅଞ୍ଚଳରୁ ଗିରଫକଲା ଉମରକୋଟ ପୋଲିସ, ମୋଟ ଗିରଫ ସଂଖ୍ୟା ହେଲା 3...