କୋରାପୁଟ ସହର..ତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ୧୮ ରେ ଶୁଭାରମ୍ଭ ଆଜି ଦିନ ଦୁଇ ଟା ସମୟରେ ଜାତୀୟ ସ୍ତରୀୟ ଆଦିବାସୀ ମହୋତ୍ସବ ୧୮ ତାରିଖରୁ ଶୁଭାରମ୍ଭ ହେବ।ପରବ ପଡିଆ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଏସପି ରୋହିତ ବର୍ମା ପରବ ପଡିଆରେ ପହଞ୍ଚି ପ୍ରସ୍ତୁତିର ତଦାରଖ କରିଛନ୍ତି।ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ସମୁଦାୟ ୩୭ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହେବ ।କୋରାପୁଟ ସହରରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ୮ ଟି ପାର୍କିଂ ସ୍ଥଳୀ ରଖାଯାଇଛି। ଦରକାର ପଡିଲେ ଅଧିକା ପାର