ସୋନପୁର: ନୂଆଁପାଲି ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ତରଭା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
Sonapur, Subarnapur (Sonepur) | Sep 9, 2025
ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କୁମ୍ଭାରମୁଣ୍ଡା ଗ୍ରାମପଞ୍ଚାୟତ ନୂଆପାଲି ଗ୍ରାମର ୱାର୍ଡମେମ୍ବର ସୌଦାମିନୀ ନନ୍ଦଙ୍କ ସମେତ ଗାଁର ମହିଳା ମାନେ...