ଜି ଉଦୟଗିରି: ଜି ଉଦୟଗିରି ପଦା ସାହିରେ ବାଣ ବେ ଆଇନ ଭାବେ ବିକ୍ରି ଅଭିଯୋଗ ରେ ପୋଲିସ ବାଣ ଜବତ ସହ ଜଣେ ବ୍ୟକ୍ତି ଙ୍କୁ ଧରିବାରେ ସଫଳ
ଜି ଉଦୟଗିରି ପଦା ସାହିରେ ବାଣ ବେ ଆଇନ ଭାବେ ବିକ୍ରି ଅଭିଯୋଗ ରେ ପୋଲିସ ବାଣ ଜବତ ସହ ଜଣେ ବ୍ୟକ୍ତି ଙ୍କୁ ଧରି ମାମଲା ରୁଜୁ କରିଅଛି। ଏ ନେଇ ଜି ଉଦୟଗିରି ପୋଲିସ 212/2025 ରେ ଏକ ମାମଲା ରୁଜୁ ହୋଇଅଛି।