ଭଦ୍ରକ ଗ୍ରାମାଞ୍ଚଳ: କେନ୍ଦୁଆପଦାରେ ବନ୍ତ ତହସିଲଦାରଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ।
କେନ୍ଦୁଆପଦାରେ ବନ୍ତ ତହସିଲଦାରଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ। ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ବନ୍ତ ତହସିଲଦାରଙ୍କ ମନମୁଖୀ କାର୍ଯ୍ୟକଳାପ ବିରୋଧରେ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦୁଆପଦାରେ ସ୍ଥାନୀୟ ସରପଞ୍ଚଙ୍କ ଘରେ ଅନୁଷ୍ଠିତ ହୋଇଛି। ବର୍ଷା ରତୁ ଵେଳେ ଓ ଏକ ଜମି ଜମା ଘଟଣାରେ କୋର୍ଟରେ କେଶ ଚାଲୁଥିବା ବେଳେ ଆଜି ଵନ୍ତ ତହସିଲଦାର ସ୍ଥାନୀୟ ପୋଲିସର ସହାୟତାରେ ଜଵରଦଖଲ ଉଛେଦ କରିବା ପାଇଁ ଆସିଥିଲେ। ଏହାକୁ ସ୍ଥାନୀୟ ଲୋକମାନେ ଓ ସରପଂଚ ବିରୋଧ କରି ସାମ୍ବାଦିକ ସମ୍ମିଳନୀ କରିଥିଲେ।