ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କାର୍ଯ୍ୟାଳୟ ଆଗରେ ବାହାରପୁର ପଞ୍ଚାୟତ ଡ଼ାକିବଜା ଗ୍ରାମର ତମ୍ବାଳ ପଣ୍ଡା ନିଜ ସମସ୍ୟା ବାବୁ ଙ୍କୁ ଦେଖା କରି ଜଣାଇବେ ବୋଲି କାଗଜ ପତ୍ର ଧରି କିଭଳି ବ୍ଲକ କାର୍ଯ୍ୟାଳୟ ଆଗରେ ଅପେକ୍ଷା କରିଛନ୍ତି ଦେଖନ୍ତୁ l ସେ ଦିନ 12 ଟା ରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ମଧ୍ୟ ଅଧିକାରୀ ଙ୍କୁ ଭେଟିବାର ସୁଯୋଗ ମିଳିପାରିଲାନାହିଁ l ବ୍ଲକ କାର୍ଯ୍ୟାଳୟ ଆଗରେ ଅପେକ୍ଷା କରି କରି ନିରାଶ ରେ ଫେରିଛନ୍ତି ବୃଦ୍ଧା l