ବାଲେଶ୍ବର ମ୍ୟୁନିସିପାଲଟି: ଲଗାଣ ବର୍ଷା ଯୋଗୁଁ ରାବଣେଶ୍ୱର ଠାରେ ବୁଢାବଳଙ୍ଗ ନଦୀର ଦବି ଯାଇଥିବା ନଦୀ ବନ୍ଧକୁ ପରିଦର୍ଶନ କଲେ ଶାସକଦଳ ଉପମୁଖ୍ୟ ସଚେତକ
Baleshwar M, Balasore | Sep 2, 2025
ସୋମବାର ରାତିରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ କଲ୍ୟାଣପୁର ପଞ୍ଚାୟତ ଅନ୍ତର୍ଗତ ରାବଣେଶ୍ୱର ଗ୍ରାମରେ ନଦୀବନ୍ଧ ଦବି ଯାଇଛି। ଏହି ଖବର ପାଇ...