ଝାରସୁଗୁଡା: ବ୍ରଜରାଜନଗର ସହର ସ୍ଥିତ ବ୍ରଜେଶ୍ବରୀ ଦୁର୍ଗା ମନ୍ଦିରରେ ମାଁ ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗସ୍ତ କଲେ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ତେବେ ଆଜି ଦିନ ଗୋଟାଏ ସମୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗର ସହର ସ୍ଥିତ ବ୍ରଜେଶ୍ବରୀ ଦୁର୍ଗା ମନ୍ଦିରରେ ମାଁ ଙ୍କ ଦର୍ଶନ କରିବା ସହିତ ପୂଜାଅର୍ଚନା କରିଛନ୍ତି। ଏହା ସହିତ ମାଁ ବ୍ରଜେଶ୍ୱରୀଙ୍କ ନିକଟରେ ସମସ୍ତଙ୍କ ପାଇଁ ମଙ୍ଗଳକାମନା କରିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ତାଙ୍କର ଏହି ଗସ୍ତ ସମୟରେ ଅନେକ ବିଜେପି କର୍ମୀଙ୍କ ସମେତ ବ୍ରଜରାଜନଗର ପୌର ପରିଷଦ ଅଧ୍ୟକ୍ଷ ଗୋପାଳ ସୀତାନି