ସୁକିନ୍ଦା: ସେରପୁର ଠାରେ ଜଗତ ଜନନୀ ମା' ଦୁର୍ଗାଙ୍କ ଦର୍ଶନ କଲେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ
Sukinda, Jajpur | Sep 29, 2025 ଆଜି ପୂଜା ମଣ୍ଡପରେ ପବିତ୍ର ମହାସପ୍ତମୀ ଅବସରରେ ଧର୍ମଶାଳା ନିର୍ବାଚନମଣ୍ଡଳୀ ବଡକାଏମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସେରପୁର ଠାରେ ସୋମବାର ସନ୍ଧ୍ୟା 7 ଘଟିକା ସମୟରେ ଜଗତ ଜନନୀ ମା' ଦୁର୍ଗାଙ୍କ ଦର୍ଶନ କରି ଆଶ୍ରିବାଦ କାମନା କରିଥିଲେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ । ମା' ସମସ୍ତଙ୍କୁ ଶକ୍ତି ଏବଂ ସଫଳତା ପ୍ରଦାନ କରନ୍ତୁ ଏହା ହିଁ ପବିତ୍ର ଦୁର୍ଗା ପୂଜା ଅବସରରେ କାମନା କରିଥିଲେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ l