ନୂଆବର୍ଷରେ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ।ଗୁରୁବାର ପୂର୍ବାହ୍ନରେ ନିଜ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଛନ୍ତି ଜିଲ୍ଲାପାଳ। ଏନେଇ ସଚେତନତା କରିଛନ୍ତି ।ସବୁଜ ଗଞ୍ଜାମ ସୁନ୍ଦର ଗଞ୍ଜାମ ବାର୍ତ୍ତା ନେଇ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ନିଜ କାର୍ଯ୍ୟାଳୟ ରେ ବୃକ୍ଷ ରୋପଣ କରିଥିଲେ।