ବରଗଡ: ସହରର ଜନ ଗହଳି ସ୍ଥାନ ଓ ରାସ୍ତାରେ ଗାଈଗୋରୁ ଙ୍କ ଯୋଗୁଁ ସୃଷ୍ଟି ହୋଇଛି ଜନ ସମସ୍ୟା #jansamasya
Bargarh, Bargarh (Baragarh) | Sep 2, 2025
ବରଗଡ଼ ସହରର ରାସ୍ତାରେ ବୁଲୁଛନ୍ତି ଗାଇଗୋରୁ | ସହରର ଜନଗହଳି ସ୍ଥାନରେ ଗାଇଗୋରୁ ବୁଲୁଥିବା ବେଳେ ରାସ୍ତାରେ ବସିଛନ୍ତି ଗାଇଗୋରୁ | ବାରମ୍ବାର...