ଆଜି ଟିଟିଲାଗଡ ବ୍ଲକ ଖୋଲାନ ଗ୍ରାମପଞ୍ଚାୟତ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଟିଟିଲାଗଡ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ। ଛାତ୍ରଛାତ୍ରୀମାନଙ୍କର ଶିକ୍ଷା, ସଂସ୍କାର ଓ ସାଂସ୍କୃତିକ ପ୍ରତିଭାର ସୁନ୍ଦର ପ୍ରଦର୍ଶନ ମନକୁ ଆନ୍ଦୋଳିତ କରିବା ସହ ଶିକ୍ଷକ ମାନଙ୍କର ନିଷ୍ଠା, ଅଭିଭାବକମାନଙ୍କର ସହଯୋଗ ଓ ସଂସ୍ଥାର ମୂଲ୍ୟବୋଧ ଏହି ଉତ୍ସବକୁ ଆଉ ଅଧିକ ଗୌରବମୟ କରୁଚୀ ଏବଂ ଏପରି ଶିକ୍ଷାନୁଷ୍ଠାନ ଆଗାମୀ ପିଢିକୁ ସୁସଂସ୍କୃତ, ଦାୟିତ୍ୱଶୀଳ ଓ ଦେଶପ୍ରେମୀ ନାଗରିକ ଭାବେ ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ ବୋଲି ନିଜ ବକ୍ତବ୍ୟର